Page 1 of 1

Daily Plant Info -- ଗଛ ସମ୍ପଦ

Posted: Thu Dec 08, 2016 5:53 pm
by Gituli
Opening a new thread.
Details of a new plant will be posted each day here.

#medicinal #plants
#plantawareness #dailyplantinfo
#ଗଛସମ୍ପଦ #ଓଡ଼ିଆ

Indian Mallow // ପେଡ଼ି ପେଡ଼ିକା

Posted: Thu Dec 08, 2016 5:57 pm
by Gituli
ଓଡ଼ିଆ - ପେଡ଼ି ପେଡ଼ିକା
ବୈଜ୍ଞାନିକ - ଆବୁଟିଲନ୍ ଈଣ୍ଡିକମ୍‌
ସଂସ୍କୃତ - ଅତିବଳା
ଇଂଗ୍ରାଜି - ଇଣ୍ଡିଆନ୍ ମ୍ୟାଲୋ

ଆୟୁର୍ବେଦ ଓ ସିଦ୍ଧ ପଦ୍ଧତ୍ତି ରେ ବ୍ୟବହୃତ ଗଛ ର ଚେର, ପତ୍ର ଓ ସମ୍ପୁର୍ଣ୍ଣ ଗଛ |

Odia - Pedi Pedika
Botanical - Abutilon indium
Sanskrit - Atibalaa
English - Indian Mallow

Used in #Ayurveda & #Siddha medicine to relieve pain, nervous disorder, treat jaundice & sexual disorders.

Aloe vera // ଘିଁକୁଆଁରି

Posted: Thu Dec 08, 2016 5:58 pm
by Gituli
ଓଡ଼ିଆ - ଘୃତ କୁମାରି / ଘିଁକୁଆଁରି
ବୈଜ୍ଞାନିକ -
ସଂସ୍କୃତ -
ଇଂଗ୍ରାଜି -

ଆୟୁର୍ବେଦ ଓ ସିଦ୍ଧ ପଦ୍ଧତ୍ତି ରେ ବ୍ୟବହୃତ ଗଛ ର ପତ୍ର ।

Odia - Gheen Kuwari
Botanical - Aloe vera
Sanskrit - Ghruta Kumari
English - Aloe vera

Used in #Ayurveda medicine to treat skin ailments.